ଯଦି କେବେ କାନ୍ଦି ବାକୁ ଇଛା ହୁଏ ତା ହେଲେ ଏହି ଗୀତ ଟା ନିଶ୍ଚିତ ଶୁଣିବେ 🙏🙏
ଏତେ ସୁନ୍ଦର ଗୀତ । ଯେତେ ଶୁଣିଲେ ବି ମନ ଭରୁନି । ଲୋମ ଟାଙ୍କୁରି ଉଠିଲା ଶୁଣିକି ❤
🙏🙏🙏🙏ଧର୍ମ ରେ ମା କର୍ମ ରେ ମା ଅନ୍ତ ରେ ମା ପ୍ରାରମ୍ବ ରେ ମା ସବୁଥିରେ ମା 🙏🙏🙏🙏❤️❤️❤️❤️❤️❤️❤️❤️❤️❤️
ମୋ ମାନାହିଁ ହେଲେବି ମୁଁ ଗର୍ବ କରୁଛି ତାଙ୍କ ଆଶ୍ରୀ ବାଦ ଅନୁସାରେ ହିଁ ମୁଁ ଅଛି ଜୟ ମାଁବାଟ ମଙ୍ଗଳାଙ୍କୁ ଦର୍ଶନ କରୁଛି 🙏🛕❤❤❤❤
ଭାଈ ଗୀତ ଶୁଣିବା ପରେ ଆଖିରୁ ଲୁହ ଆସୁଛି ବାହାରି ♥️♥️♥️♥️♥️ ମାଇଣ୍ଡ ବ୍ଲୋଇଂ ସଙ୍ଗ ସୁପର 🌹🌹🌹🌹🌹 ହାର୍ଟ touching
Amiti gote song......jauta ki heart saha pura connect hei jauchi...... because maa thu bada sansara re kehi v nahi 🙏🙏🙏🙏🙏🙏🙏
ସବୁଠୁ ମଧୁର ଲାଗିଲା ବଂଶୀ ସ୍ୱର ଧ୍ୱନୀ ବହୁତ ସୁନ୍ଦର ଗୀତ, ମା.........🙏
ପ୍ରତିଟି ଶବ୍ଦର ମହତ୍ ଅଛି ଗୀତଟି ମୁଁ ବାରମ୍ବାର ଶୁଣିନିବାକୁ ଭଲଲଗୁଚି। ଏତେ ସୁନ୍ଦର ଗୀତ ଟିକୁ ନେଇଥିବାରୁ ଧନ୍ୟବାଦ୍ ଜଣାଉଛୁ ସଭିଙ୍କୁ।
ଭାଇ ତୁମ ମା କୁ ସତ ସତ ନାମ 🙏🙏
ଗୀତ ଟି ବହୁତ ସୁନ୍ଦର ହେଇଛି ମାଲୋ❤❤❤ମା
ଯାହାର ମା ନାହିଁ ସେ ଏଇ ଗିତ ଶୁଣିଲେ ତା ଆଖି ରୁ ଲୁହ ଆସିଥିବ ...😢miss you bou ❤😭😭😭🫶😭
ସତରେ ଗୀତ ଟି ବହୁତ୍ ହୃଦୟ ସ୍ପର୍ଶି ❤
ଓଡ଼ିଶା ରେ ଗୋଟିଏ ସିଙ୍ଗର ସେ ହେଉଛି ସୌରଭ ଭାଇ ନୋ1 😢😢 ବହୁତ୍ ଖୁସି ଲାଗିଲା ଭାଈ ଗୀତ ସୁଣିକି 😢😢😢😢😢😢😢😢😢😢😢
are bhai jete thara sunuchi akhire pani asijauchi
ମାଆ ଲୋ ମାଆ 😢😢 ବହୁତ ସୁନ୍ଦର ଲାଗୁଛି ସତରେ ବହୁତ ଶାନ୍ତି ଲାଗୁଛି ସବୁ ଦୁଃଖ ଭୁଲିଗଲା ପରି ଲାଗୁଛି 😊😊😊
maalo ma 🙏ଜୋ ଗୀତ ମନକୁ ବୋହୁତ ଶାନ୍ତି ଲାଗୁଛି❤❤💯
ଯଦି ଦୁନିଆ ମୋତେ ପଚାରେ କୋଉ ଦେବୀଙ୍କୁ ତୁ ମାନୁରେ ମୁଁ ତୋ ନାଁ ନେଇଯିବି 🥲 Awesome ❣️❤️❤️❤️ ଭାଇ ଗୀତଟି ହୁର୍ଦୟ କୁ ଛୁଇଁ ଗଲା ❤️❤️❤️❤️❤️Love from Cuttack ❣️❣️❣️❣️
E dada kandei 😥 dela ho Dil ke bhedi gala...💔 Superb..song...👌👌
ମାଆ ହିଁ ଆମ ପାଈଁ ଭଗବାନ 🥰🥰🥰🥰🥰🥰 ସମସ୍ତ ଙ୍କ ମାଆ ମୋର କୋଟି କୋଟି ପ୍ରାଣାମ
@Rjs875